ଶ୍ରୀମନ୍ଦିରରେ ବଡ ମହାସ୍ନାନ

ସକାଳଧୂପ ନୀତି ଶେଷ ପରେ ଦର୍ଶନ ଚାଲିଥିବା ବେଳେ ଭିତରକାଠ ନିକଟରେ ରକ୍ତଛିଟା ପଡିବାରୁ ମହାସ୍ନାନ ହୋଇଛି।

ମହାସ୍ନାନ ପରେ ଶୋଧ କରାଯାଇଛି। ଫଳରେ ନୀତିକାନ୍ତି ସାମାନ୍ୟ ବିଳମ୍ବ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes