ଶ୍ରୀମନ୍ଦିରରେ ଦୀପ ନିଆଁ ଲାଗି ମହିଳା ଆହତ

ପୁରୀ ଶ୍ରୀମନ୍ଦିର ପରିସର ସୂର୍ଯ୍ୟ ମନ୍ଦିର ପାଖ ପାଟ ଅଗଣା ଦୀପ ଷ୍ଟାଣ୍ଡରେ ଏହି ଅଘଟଣ ଘଟିଛି।

ଦୀପରୁ ନିଆଁ ଲାଗି ମହିଳା ଭକ୍ତ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ମହିଳା ଜଣଙ୍କ ଭୁବନେଶ୍ୱରର ବୋଲି ସୂଚନା ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes