ଡ୍ରୋନ ଉଡ଼ାଇ ଭୁଲ୍ କରିଛି ଜାଣିଶୁଣି ଏଭଳି କରିନାହିଁ, ମୁଁ ହାତ ଯୋଡି କ୍ଷମା ମାଗୁଛି, ଡ୍ରୋନ ଉଡ଼ାଇବା ନେଇ ପୁଲିସର ଅନୁମତି ନେଇନଥିଲି,
ସୋସିଆଲ ମିଡିଆ ଆକାଉଣ୍ଟରୁ ଭିଡିଓ ଡିଲିଟ୍ କରିଦେଇଛି,
ଶ୍ରୀମନ୍ଦିରରେ ଡ୍ରୋନ ଉଡ଼େଇବା ମନା ଜାଣିନଥିଲି ବୋଲି କହି ସୋସିଆଲ ମିଡିଆରେ କ୍ଷମା ମାଗିଛନ୍ତି ବଙ୍ଗାଳୀ ୟୁଟ୍ୟୁବର।