ଶୈଳବାଳା ମହାବିଦ୍ୟାଳୟ ଜମି ଦଖଲ ମାମଲାରେ ସରକାର ସମୟ ନେଲେ

କଟକ ଚଣ୍ଡୀ ମନ୍ଦିରର ବିକାଶ ପାଇଁ ଶୈଳବାଳା ମହାବିଦ୍ୟାଳୟ ଜମି ଅଧିଗ୍ରହଣ ବିରୋଧରେ ହୋଇଥିବା ଏକ ମାମଲାର ଶୁଣାଣି ବେଳେ ଆଜି ଜବାବ ଦାଖଲ ପାଇଁ ରାଜ୍ୟ ସରକାର ଅଧିକ ସମୟ ନେଇଛନ୍ତି l
ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ 19 ତାରିଖକୁ ଧାର୍ଯ୍ୟ ହୋଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes