2014 ମସିହାରେ ସମ୍ବଲପୁର ଜିଲ୍ଳାର ଯୁଯୁମରା ଅଞ୍ଚଳରେ ତିନି ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ ଦେବାକୁ ଡ଼ାକିନେଇ ବଳାତ୍କାର କରିବା ମାମଲାର ଅଭିଯୁକ୍ତ ସଂଜିତ ବାଗକୁ ଆଜି ସମ୍ବଲପୁର ସ୍ୱତନ୍ତ୍ର କୋର୍ଟ ଦଶ ବର୍ଷ ଜେଲ ଓ 15 ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି l
Credible Local News of Odisha