ଶିଳ୍ପ ବିଭାଗ ପରିଦର୍ଶନ କଲେ ମନ୍ତ୍ରୀ ପ୍ରତାପ ଦେବ

ଆଜି ପୂର୍ବାହ୍ନରେ ଶିଳ୍ପ ଓ ଏମଏସଏମଇ, ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ ଖାରବେଳ ଭବନ ସ୍ଥିତ ଶିଳ୍ପ ବିଭାଗ ପରିଦର୍ଶନରେ ଆସି ସମସ୍ତ ବରିଷ୍ଠ ଅଧିକାରୀ ଓ କର୍ମଚାରୀଙ୍କ ସହ ସୌଜନ୍ୟମୂଳକ ଆଲୋଚନା କରିଛନ୍ତି l

ଏହି ଅବସରରେ ମନ୍ତ୍ରୀଙ୍କୁ କର୍ମଚାରୀମାନେ ସ୍ୱାଗତ କରିଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes