ଶିରିପୁର ଛକରେ ଟ୍ରାଭେଲ ଏଜେନ୍ସି ମାଲିକ ପୁଅଙ୍କୁ ଆକ୍ରମଣ

ଭୁବନେଶ୍ୱର ଶିରିପୁର ଛକରେ ଟ୍ରାଭେଲ ଏଜେନ୍ସି ମାଲିକ ପୁଅଙ୍କୁ ୮/୧୦ ଜଣ ମୁଖା ପିନ୍ଧି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes