ଶିମିଳିପାଳରେ ଚାଲିଛି କୁମ୍ଭୀର ଗଣନା

ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳରେ ୫ଟି ନଦୀରେ ସକାଳ ୬ଟାରୁ କୁମ୍ଭୀର ଗଣନା ଚାଲିଛି।

୨ ଦିନ ଧରି କୁମ୍ଭୀର ଗଣନା ଚାଲିବାକୁ ଥିବାବେଳେ ଏଥିରେ ୧୬ଟି ଟିମ୍ ନିୟୋଜିତ ଅଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes