ଶିବ ଶକ୍ତି ପୀଠରେ କାଉଁଡିଆ ଙ୍କ ଭିଡ଼

ଶ୍ରାବଣ ମାସ ଆଜି ତୃତୀୟ ସୋମବାରରେ କପ୍ତିପଦା ଉପଖଣ୍ଡ ଉଦଳା ଓ କପ୍ତିପଦା ଅଞ୍ଚଳରେ ଥିବା ଶିବ ଶକ୍ତି ପୀଠ ବାବା ଝୀଙ୍କେଶ୍ୱର, ସ୍ୱପନେଶ୍ବର, ଜ୍ୟୋତିଲିଙ୍ଗେଶ୍ୱର ଏମିତି ଅନେକ ଶିବ ପୀଠ ଗୁଡିକରେ ଜଳାଭିଷେକ ପାଇଁ କାଉଁଡ଼ିଆଙ୍କ ଭିଡ଼ ପରିଲକ୍ଷିତ ହୋଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes