ଶିଖରଚଣ୍ଡୀ ପାହାଡ଼ ଉପର ଜଙ୍ଗଲରେ ୪ ହାତୀ

ଭୁବନେଶ୍ବର ଶିଖରଚଣ୍ଡୀ ପାହାଡ଼ ଉପର ଜଙ୍ଗଲକୁ ଗତକଲି ରାତିରେ ୪ ହାତୀ ପଶି ଆସିଛନ୍ତି।

ହାତୀ ମାନଙ୍କର ଗତିବିଧି ଉପରେ ବନ କର୍ମଚାରୀ ନଜର ରଖିଛନ୍ତି। ହାତୀ ଭରତପୁର ଜଙ୍ଗଲରୁ ଆସିଥିବା କହିଛନ୍ତି ଚନ୍ଦକା ଡିଏଫ୍ଓ ମହମ୍ମଦ ଜମିଲ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes