ଶିକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡର ଉଦଳା ଏନଏସିରେ ଆଜି “ଶିକ୍ଷା ସଚେତନତା କାର୍ଯ୍ୟକ୍ରମ” ଅନୁଷ୍ଠିତ ହୋଇଛି ।

ଏହି ରଥକୁ ୧୧ନମ୍ବର ୱାର୍ଡରେ ପାରମ୍ପରିକ ଆଦିବାସୀଙ୍କ ମେଳରେ ଉଦଳା ଏନଏସିର ଉପାଧ୍ୟକ୍ଷା ଲିଲି ଭୋଳ ଯୋଗ ଦେଇ ଆଗେଇ ନେଇଥିଲେ । ଶିକ୍ଷାକୁ ସୁଦୃଢ କରିବା ପାଇଁ ସେ କହିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes