ଶାନ୍ତନୁ ମିଶ୍ରଙ୍କୁ ବିଜିନେସ ୱାର୍ଲଡ ସୋସିଆଲ ଇମ୍ପାକ୍ଟ ଲିଡର ଆୱାର୍ଡ

ସାମାଜିକ ଅନୁଷ୍ଠାନ ସ୍ମାଇଲ ଫାଉଣ୍ଡେସନର ସହ-ପ୍ରତିଷ୍ଠାତା ତଥା କାର୍ଯ୍ୟନିର୍ବାହୀ ଟ୍ରଷ୍ଟି ଶାନ୍ତନୁ ମିଶ୍ରଙ୍କୁ ବିଜିନେସ ୱାର୍ଲଡ ସୋସିଆଲ ଇମ୍ପାକ୍ଟ ଲିଡର ଆୱାର୍ଡ ପ୍ରଦାନ କରାଯାଇଛି ।

ସମ୍ବଲପୁରରେ ଜନ୍ମିତ ଶ୍ରୀ ମିଶ୍ରଙ୍କୁ ନୂଆଦିଲ୍ଲୀରେ ଅନୁଷ୍ଠିତ ବିଡବ୍ଲୁ ଡିସରପ୍ଟ ସୋସିଆଲ ଇମ୍ପାକ୍ଟ ସମିଟ ଆଣ୍ଡ ଆୱାର୍ଡ -2022 କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes