ଶାଗୁଆନ କାଠ ବୋଝେଇ ଅଟୋ ଜବତ; ଚାଳକ ଗିରଫ

ଅନୁଗୁଳ ବନଖଣ୍ଡ ଜରପଡା ବନବିଭାଗ ପକ୍ଷରୁ ଆଜି ଜରପଡା ଓଗୀ‌ ବନଦୁର୍ଗା ମନ୍ଦିର ନିକଟରୁ ଏକ ଶାଗୁଆନ କାଠ ବୋଝେଇ ଅଟୋ ଜବତ କରି ଚାଳକକୁ ଗିରଫ କରାଯାଇଛି।

ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଅନ୍ତୁଳିଆ ଗ୍ରାମର ଜଗନ୍ନାଥ ସାହୁ ବୋଲି ଜଣାପଡିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes