ଅନୁଗୁଳ ଜିଲ୍ଲା ଜରପଡା ଗ୍ରାମ ଦେଇ ଆଜି କୌଣସି ଏକ ଦୁର୍ବୁତ୍ତ ଶାଗୁଆନ କାଠ ସହ କାଠ ତିଆରି ଆସାବପତ୍ର ନେଇ ଯାଉଥିବା ବେଳେ ଜରପଡା ରେଞ୍ଜର ଖବର ପାଇ ଚଢ଼ାଉ କରି କାଠ ସହ କାଠ ତିଆରି ଜିନଷ ଜବତ କରିଥିଲେ।
ଗାଡ଼ି ଛାଡି ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣାପଡ଼ିଛି।
Credible Local News of Odisha