ଶାଗଚାଷ କରି ସ୍ୱାବଲମ୍ବୀ ହୋଇପାରିଛନ୍ତି ସୁବଳ

ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଞ୍ଚଳର ଶାଗଚାଷୀ ସୁବଳ ଦାସ ୧୦ଗୁଣ୍ଠ ଜମିରେ ଶାଗଚାଷ କରି ସକାଳେ ଗାଁ ଗାଁ ବୁଲି ଶାଗ ବିକ୍ରି କରି ସ୍ୱାବଲମ୍ବୀ ହୋଇପାରିଛନ୍ତି ।

ସେଥିରୁ ସେ ଯେତେ ପଇସା ଆୟ ହୁଏ ଦୁଇ ଝିଅ ଓ ପୁଅକୁ ପାଠପଢ଼ାଇବା ସହ ହସଖୁସିରେ ପରିବାର ଚଳେ ବୋଲି ସେ କହିଛନ୍ତି ।ସେ ମାସିକ ୧୦ ରୁ ୧୫ହଜାର ପର୍ଯ୍ୟନ୍ତ ରୋଜଗାର କରିଥାନ୍ତି ।ସରକାରୀ ସୁବିଧା ମିଳିଲେ ସେ ଆହୁରି ଚାଷ ପରିମାଣ ବଢ଼ାଇ ପାରନ୍ତେ ବୋଲି କହିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes