ଶଳାକୁ ୫ ଲକ୍ଷ ଦେଉଥିବା ବେଳେ ଯନ୍ତ୍ରୀଙ୍କୁ ଧରିଲା ଭିଜିଲାନ୍ସ

ଭଦ୍ରକ ଜିଲ୍ଲା ଶାଳନ୍ଦୀ କେନାଲ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ଶ୍ରୀମନ୍ତ ସେଠୀ ୫ ଲକ୍ଷ ଟଙ୍କା ଶଳାକୁ ଦେଉଥିବା ବେଳେ ଭିଜିଲାନ୍ସ ଧରିଛି।

ତାଙ୍କ ସରକାରୀ ଘର, ଅଫିସ, ବାଲେଶ୍ୱରରେ ପୈତୃକ ଘର ଓ ଶ୍ୱଶୁର ଘରେ ରେଡ୍ ଚାଲିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes