ଶତାୟୁ ଧର୍ମପରାୟଣ ବ୍ୟକ୍ତିଙ୍କ ପରଲୋକ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ମୁର୍ଷୁଣ୍ଢି ପଞ୍ଚାୟତ ଅନ୍ତର୍ଗତ ବଙ୍କିଆ ଗ୍ରାମର ଶତାୟୁ ଧର୍ମପରାୟଣ ବ୍ୟକ୍ତି ମନୋହର ଖୁର୍ଡିଆ (୧୦୪)ଙ୍କ ଶନିବାର ପାହାନ୍ତା ସମୟରେ ପରଲୋକ ହୋଇଯାଇଛି । ସ୍ବର୍ଗତ ଖୁର୍ଡ଼ିଆ ପୌରାଣିକ ତଥ୍ୟ ଉପରେ ଆଧାରିତ ଭଗବାନ ରାମଚନ୍ଦ୍ର, ଶ୍ରୀକୃଷ୍ଣ ଏବଂ ଅନ୍ୟାନ୍ୟ ଦେବାଦେବୀଙ୍କ କାହାଣୀ ବୁଝାଇବା ସହିତ ଅଖଣ୍ଡ ଭାଗବତ ଉପରେ ଚର୍ଚ୍ଚା କରି ଆଧ୍ୟାତ୍ମିକ ମାର୍ଗରେ ଯିବାକୁ ଲୋକଙ୍କୁ ସଚେତନ କରୁଥିଲେ । ଲୁପ୍ତ ପ୍ରାୟ ଖଞ୍ଜଣିର ତାଳେ ତାଳେ ବିଭିନ୍ନ ପ୍ରକାରର ସୁମଧୁର ଗୀତ ଗାନ କରି ଅଞ୍ଚଳରେ ଜଣେ ଚର୍ଚ୍ଚିତ ବ୍ଯକ୍ତି

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes