ଲ୍ୟାଣ୍ଡଫଲ କରିବନି ସମ୍ଭାବ୍ୟ ବାତ୍ୟା : ଆଇଏମଡି

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସମ୍ଭାବ୍ୟ ବାତ୍ୟା ଆସନ୍ତା 10 ତାରିଖ ବେଳକୁ ଆନ୍ଧ୍ର – ଓଡିଶା ଉପକୂଳ ଆଡକୁ ଆସିଲେ ମଧ୍ୟ ଏହା ଲ୍ୟାଣ୍ଡଫଲ ନ କରି ସେହିଦିନ ରାତିରେ ଦିଗ ପରିବର୍ତ୍ତନ କରି ଉତ୍ତର -ଉତ୍ତର ପୂର୍ବକୁ ଚାଲିଯିବ ବୋଲି କହିଛନ୍ତି ଆଇଏମଡି ଡିଜି l

ତେବେ ଏହା ପ୍ରଭାବରେ ଓଡ଼ିଶାର ଉପକୂଳ ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା ହେବ ବୋଲି କୁହାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes