ଲୋକ ମହୋତ୍ସବ ପରିସରରେ ପ୍ରେମର ପସରା

ଲୋକ ମହୋତ୍ସବ ପରିସରରେ ଜିଲ୍ଲା ସ୍ବାସ୍ଥ୍ୟ ସମିତି ଷ୍ଟଲ ଆଗରେ ନାଟ୍ ପକ୍ଷରୁ ଆୟୋଜିତ ହୋଇଥିଲା ଏହି ନିଆରା ପ୍ରେମ କବିତା ଆସର । କବି ପ୍ରଦ୍ୟୁମ୍ନ ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି କବି ଆସରରେ କବି ଡ.ପୁରୁଷୋତ୍ତମ ମିଶ୍ର,ଡ.ସୌରଭ ରଂଜନ ଖମାରୀ,ଡ.ଦେବାଶିଷ ପାଣ୍ଡିଆ,ଶ୍ୟାମାଓଁ ପ୍ରସାଦ ମିଶ୍ର,ବିଘ୍ନରାଜ ପଣ୍ଡା,ଅମ୍ବୁଜ ବିହାରୀ ଶତପଥୀ,ସମୀର ସାହୁ,ବେଣୁଧର ପ୍ରଧାନ ଓ ଗୀତାଞଳି ମେହେର ପ୍ରମୁଖ ପ୍ରେମର କାବ୍ୟ ପାଖୁଡା ପରଶି ଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes