ଲୋକ ବସି ଖାଉଥିବା ବେଳେ ଝଡ଼ରେ ଉଡ଼ିଗଲା ହୋଟେଲ

କଟକ ଜିଲ୍ଲା ଆଠଗଡ଼ ରାଜନଗର ଛକରେ ଥିବା ଏକ ହୋଟେଲ ଟିଣ ଛାତ କାଳବୈଶାଖୀ ଝଡ଼ରେ ୨ଶହ ମିଟର ଉଡ଼ିଗଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes