ଲୋକଙ୍କୁ ଆକୃଷ୍ଟ କରୁଛି ମିରର ଇମେଜ

କଟକ ଯୋବ୍ରା ନୌବାଣିଜ୍ୟ ସଂଗ୍ରହାଳୟରେ ନୂତନ କରି ସ୍ଥାପନ ହୋଇଥିବା ମିରର ଇମେଜ ବା ଗାମେଲନକୁ ପର୍ଯ୍ୟଟକ ମାନେ ମଜା ନେବା ସହ ବାଲି ଇଣ୍ଡୋନେସିଆର ପାରମ୍ପରିକ ବାଦ୍ୟ ସାମଗ୍ରୀ ଗାମେଲନ ସଂକ୍ରାନ୍ତରେ ପଚାରିବୁଝୁଥିବା ଦେଖିବାକୁ ମିଳୁଛି ।

ଏଥିରେ ୭୨ ଖଣ୍ଡ କାଚ ବ୍ୟବହାର ହୋଇଥିବା ବେଳେ ୫ଟି ଏଲଇଡି ଡ଼ିସପ୍ଲି ,ଲାଇଟ ଓ ସାଇଣ୍ଡର ବ୍ୟବସ୍ଥା ରହିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes