ଲୋଇସିଂହା ଠାରେ ବି.ଏଲ.ବି.ସି ବୈଠକ ଅନୁଷ୍ଠିତ

ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକର ଏସ.ବି.ଆଇ କାର୍ଯ୍ଯାଳୟ ପରିସରରେ ବି.ଏଲ.ବି.ସି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଆଜିର ବୈଠକରେ ଋଣ ପ୍ରକ୍ରିୟାକରଣ,ବୀମା ଓ ଅନ୍ଯାନ୍ଯ ବିଷୟ ଉପରେ ଅଧିକାରୀମାନେ ଆଲୋଚନା କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes