ଲୁପୁରସିଂହା ଗ୍ରାମରେ ବାରପାହାଡ଼ ଯାତ୍ରା ଅନୁଷ୍ଠିତ

ସୁବର୍ଣ୍ଣପୁର ଜିଲ୍ଲା ଲଛିପୁର ଗ୍ରାମପଞ୍ଚାୟତ ଲୁପୁରସିଂହା ଗ୍ରାମରେ ଆଜି ବାରପାହାଡ଼ ଯାତ୍ରା ଆଜି ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ମନସ୍କାମନା ପୁରଣ ପାଇଁ ଆଖପାଖ ଅଞ୍ଚଳରୁ ବହୁତ ଭକ୍ତ ଆସିଥିଲେ ।ଦର୍ଶନ ପାଇଁ ଶହ ଶହ ଭକ୍ତଙ୍କ ସମାଗମ ହୋଇଥିଲା ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes