ଲିଜେଣ୍ଡସ କ୍ରିକେଟ ଖେଳାଳି ନବୀନଙ୍କୁ ଭେଟିଲେ

ଆସନ୍ତା କାଲି କଟକର ବାରବାଟୀ ଷ୍ଟାଡିଅମରେ ଲିଜେଣ୍ଡସ କ୍ରିକେଟ ମ୍ୟାଚ ହେବାର ଥିବା ବେଳେ ମୁମ୍ବାଇ ଟାଇଗର୍ସ ଓ ଭିଲୱାରା କିଙ୍ଗସର ଖେଳାଳି ମାନେ ଭୁବନେଶ୍ୱରରେ ଆଜି ପହଞ୍ଚିଛନ୍ତି l
ସନ୍ଧ୍ୟାରେ ଖେଳାଳିମାନେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିଥିଲେ l ଏହି ଅବସରରେ ନବୀନ ସେମାନଙ୍କୁ ଓଡିଶା ଟି -ସାର୍ଟ ଉପହାର ଦେଇଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes