ଲିଙ୍ଗରାଜ ମନ୍ଦିରରେ ସେବାୟତଙ୍କ ବିବାଦରୁ ଅଚଳାବସ୍ଥା

ଶ୍ରୀ ଲିଙ୍ଗରାଜ ମନ୍ଦିରରେ ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗର ଅସହଯୋଗ ଯୋଗୁଁ ଗତକାଲି ସନ୍ଧ୍ୟା 5ଟାରୁ ଠାକୁରଙ୍କ ନୀତିକାନ୍ତି ବନ୍ଦ ରହିଛି ଏବଂ ଆଜି ଶୀତଳଷଷ୍ଠୀ ନୀତି ହେବା ନେଇ ଅନିଶ୍ଚିତତା ଥିବା କୁହାଯାଉଛି l
ତେବେ ଆଜି ସକାଳୁ ଠାକୁରଙ୍କ ସାହାଣମେଲା ଦର୍ଶନ ଯଥାରୀତି ଚାଲିଥିବା ଦେଖିବାକୁ ମିଳିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes