ଲିଙ୍ଗରାଜ ଅଞ୍ଚଳରେ ୪ ଲୁଟେରା ଗିରଫ

ଭୁବନେଶ୍ବର ଲିଙ୍ଗରାଜ ଅଞ୍ଚଳରୁ ୪ ଲୁଟେରା ଗିରଫ ହୋଇଥିବା ବେଳେ ଲୁଟେରାଙ୍କଠାରୁ ୧୭୧ ଗ୍ରାମ ସୁନା ଅଳଙ୍କାର ଜବତ ହୋଇଛି।

ଏମାନେ ପଲସର ବାଇକରେ ଆସି ଲୁଟ କରୁଥିଲେ। ଏମାନଙ୍କ ନାଁରେ ବିଭିନ୍ନ ଥାନାରେ ଆପରାଧିକ ମାମଲା ରହିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes