ଲାଞ୍ଚ ମାମଲାରେ ଆଜି ପୁଣି ହାଜର ହେବେ ମହିମା ମିଶ୍ର

ପାରାଦୀପ ବନ୍ଦରରେ 25 ଲକ୍ଷ ଟଙ୍କା ଲାଞ୍ଚ ମାମଲାରେ ଗତକାଲି ବିଶିଷ୍ଟ ଶିଳ୍ପପତି ମହିମା ମିଶ୍ର ଓ ପୁଅ ଚନ୍ଦନଙ୍କୁ 20 ଘଣ୍ଟା ସିବିଆଇ ଜେରା କରିଥିବା ବେଳେ ଆଜି ପୁଣି ତାଙ୍କୁ ହାଜର ହେବାକୁ ତଲବ କରାଯାଇଥିବା ମହିମା ନିଜେ କହିଛନ୍ତି l

ଓଡିଶା ଷ୍ଟିଭେଡର୍ସ ଲିମିଟେଡ଼ ସହ ସମ୍ପୃକ୍ତ ନ ଥିଲେ ମଧ୍ୟ ତାଙ୍କୁ ସିବିଆଇ ଡାକୁଥିବାରୁ ସେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି l ଏହି ମାମଲାରେ ମହିମାଙ୍କର ଅନ୍ୟ ଜଣେ ପୁତ୍ର ଚର୍ଚ୍ଚିତଙ୍କ ସମେତ ପାଞ୍ଚ ଜଣ ଗିରଫ ହୋଇ ସାରିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version