ଲାଇଭ କଳା ପ୍ରଦର୍ଶନୀ ଦେଖିବାକୁ ଭିଡ଼

ପ୍ରଦର୍ଶନୀ ପଡିଆରେ ଆୟୋଜିତ ଜାତୀୟ ଜନଜାତି କଳା ସାମଗ୍ରୀ ପ୍ରଦର୍ଶନୀରେ ମଝିରେ ଥିବା ଥିମ ପାଭିଲିୟନରେ ଲାଇଭ କଳା ପ୍ରଦର୍ଶନୀ ହେଉଛି l

ପ୍ରାୟ 12 ପ୍ରକାରର କଳା ସାମଗ୍ରୀର ପ୍ରସ୍ତୁତି କାରିଗର ମାନେ ଦେଖାଉଛନ୍ତି l ଯାହାକୁ ଦେଖିବାକୁ ପ୍ରବଳ ଭିଡ଼ ଜମୁଛି l ଏଠି ସମସ୍ତେ ଫୋଟୋ ସହ ଭିଡିଓ କରୁଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes