ଲହଣ୍ଡାବୁଡରେ ଗଡିଲା ଶିକ୍ଷା ସଚେତନତା ରଥ

ସୁନ୍ଦରଗଡ଼ ଜିଲ୍ଲା ଲହଣ୍ଡାବୁଡ ଅଂଚଳରେ ଏକ ଶିକ୍ଷା ସଚେତନତା ରଥକୁ ସ୍ଥାନୀୟ ସରପଞ୍ଚ ରାଜକିଶୋର ଏକଡା ପଞ୍ଚାୟତରୁ ହାତ ହଲେଇ ଶୁଭାରମ୍ଭ କରିଥିଲେ। ସ୍ଥାନୀୟ ସିଆରସିସି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes