ଲଳିତ ଦାସ ହେଲେ ରାଜ୍ୟ ସରକାରୀ ପ୍ରେସ୍ ନିର୍ଦ୍ଦେଶକ

୧୯୯୨ବ୍ୟାଚ ଆଇପିଏସ ଲଳିତ ଦାସଙ୍କୁ ରାଜ୍ୟ ସରକାରୀ ପ୍ରେସ୍ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର।

ଏବେ ଗୃହ ବିଭାଗ ଓଏସଡି ଭାବେ କାର୍ଯ୍ୟରତ ଅଛନ୍ତି ଲଳିତ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes