ଲମ୍ପି ସ୍କିନ୍ ରୋଗ ପାଇଁ ଆଡଭାଇଜରି ଜାରି କଲା ପ୍ରାଣୀ ସଂପଦ ବିଭାଗ

ଗୋରୁମାନଙ୍କ କ୍ଷେତ୍ରରେ ବ୍ୟାପୁଥିବା ଲମ୍ପି ସ୍କିନ୍ ରୋଗ ନେଇ ଚାଷୀମାନଙ୍କ ପାଇଁ ଆଡଭାଇଜରି ଜାରି କରିଛି ପ୍ରାଣୀ ସଂପଦ ବିଭାଗ।

ଗୁହାଳକୁ ନିୟମିତ ବିଶୋଧନ ଓ ଆକ୍ରାନ୍ତ ଗୋରୁଙ୍କୁ ପୃଥକ ରଖିବାକୁ ପରାମର୍ଶ ଦେଇଛି ବିଭାଗ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes