ଲଛିପୁର ପେସ୍କରେ ୧୦ନମ୍ବର ନିର୍ବାଚନ ମଣ୍ତଳୀରେ ସୁନତି ମିଶ୍ର ବିଜୟୀ

ସୋନପୁର ସଦରବ୍ଲକ ଅନ୍ତର୍ଗତ ଲଛିପୁର ପେସ୍କରେ ୧୪ଟି ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଥିବା ବେଳେ ୧୦ନମ୍ବର ନିର୍ବାଚନ ମଣ୍ଡଳୀର ଡାଇରେକ୍ଟର ପଦବି ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି ।

ସୁନତି ମିଶ୍ର ଓ କଳ୍ପନା ପୂଜାରୀଙ୍କ ମଧ୍ଯରେ ପ୍ରତିଦ୍ଵନ୍ଦିତାରେ ସୁନତି ମିଶ୍ର ବିଜୟୀ ହୋଇଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version