ଲଛିପୁର ପେସ୍କରେ ସଭାପତି ନିର୍ବାଚନ, ରଞ୍ଜିତ ସା ବିଜୟୀ

ସୋନପୁର ସଦରବ୍ଲକ ଅନ୍ତର୍ଗତ ଲଛିପୁର ପେସ୍କରେ ଆଜି ସଭାପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା ପ୍ରତିଦ୍ବନ୍ଦୀତାରେ ସଂଜିବ ମିଶ୍ର ୩ଖଣ୍ତ ଭୋଟ ପାଇଥିବା ବେଳେ ରଞ୍ଜିତ ସା ୧୨ଟିଭୋଟ ପାଇ ବିଜୟୀ ହୋଇଥିବା ପେସ୍କ ସଭାପତି ମଞୀୟ ଧରୁଆ ସୁଚନା ଦେଇଛନ୍ତି ।

ଇଲେସନ୍ ଅଫିସର ଝସକେତନ ମେହେର ଓ ଅନ୍ୟ ସଭ୍ୟମାନେ ଉପସ୍ଥିତ ଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes