ଲଛିପୁର ଗ୍ରାମପଞ୍ଚାୟତ ଉଚ୍ଚ ମଧ୍ଯମିକ ବିଦ୍ଯାଳୟରେ ବିଶ୍ବ ଏଡ୍ସ ଦିବସ

ସୋନପୁର ସଦରବ୍ଲକ ଲଛିପୁର ଗ୍ରାମପଞ୍ଚାୟତ ଉଚ୍ଚ ମଧ୍ଯମିକ ବିଦ୍ଯାଳୟ ଠାରେ ବିଶ୍ବ ଏଡ୍ସ ଦିବସ ଅବସରରେ ଅଧ୍ଯକ୍ଷ ଅରୁଣ କୁମାର ସଢଙ୍ଗୀ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଡାକ୍ତର ସରୋଜ କୁମାର ପଟେଲ ମୁଖ୍ଯ ବକ୍ତା ଭାବେ ଡାକ୍ତର ସରୋଜ କୁମାର ମେହେର , ଫର୍ମାଷ୍ଟି ପ୍ରସାନ୍ତ ସାହୁ ,ଡାକ୍ତର ରାମ ଶଙ୍କର ତ୍ରିପାଠୀ , ହୃଶିକେଷ ମିଶ୍ର ପ୍ରିୟ ରଞ୍ଜନସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏଡ୍ସ ବିଷୟରେ ଆଲୋଚନା କରିଥିଲେ l

ଏଥିରେ କାଉନ ସେଲର ଆର୍ତ୍ତତ୍ରାଣ ଦାଶ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes