ରୌପ୍ୟ ଜୟନ୍ତୀ ରେ କେନ୍ଦୁଝର କଳାକାର ସମ୍ବର୍ଦ୍ଧିତ

କକଟକ ସ୍ଥିତ ଶହୀଦ ସଦନରେ ଅଭିପସା ଆନୁକୁଲ୍ୟରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ଓଡିଶା ନୃତ୍ୟ ମହୋତ୍ସବରେ କେନ୍ଦୁଝର ଜିଲ୍ଲାର କନିଷ୍ଠ ବିଭାଗରେ ଆଦ୍ୟା ଅଭିପସା ଓ ବରିଷ୍ଠ ବିଭାଗରେ ଶ୍ୱେତା ଦାସ ଓଡ଼ିଶୀରେ ଦୁର୍ଗା ସ୍ତୁତି ପରିବେଷଣ କରି ମାନପତ୍ର, ଉତ୍ତରୀୟ ଓ ସିଲ୍ଡ଼ ହାସଲ କରିଥିବା ବେଳେ ଏହି ଅବସରରେ ନୃତ୍ୟ ଗୁରୁ ଗୁରୁ ଦାସ ଙ୍କୁ ସ୍ବତନ୍ତ୍ର ଭାବେ ସମ୍ମାନିତ କରଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes