ରେଳ ପ୍ରକଳ୍ପ ନେଇ କେନ୍ଦ୍ରମନ୍ତ୍ରୀଙ୍କୁୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ

ପଦ୍ମପୁରରେ ପ୍ରଚାର ବେଳେ ରେଳ ପ୍ରକଳ୍ପ ନେଇ ଭିଡିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଛନ୍ତି ଯେ, ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର କେବେ ତଥ୍ୟ ମାଗିଛନ୍ତି।

କେଉଁ କେଉଁ ଗାଁ ଦେଇ ରେଳ ଲାଇନ୍ ଯିବ, ସର୍ଭେ ହୋଇଛି କି, କେଉଁଠି ଷ୍ଟେସନ ହେବ, କେଉଁଠି ବ୍ରିଜ୍ ହେବ, କିଛି ତଥ୍ୟ ଅଛି କି, କେଉଁଠାରେ କେତେ ଜମି ଦରକାର, ଜମି ପାଇଁ ଆପ୍ଲାଇ କରିଛନ୍ତି କି ବୋଲି ନବୀନ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି। ଏହାସହ ନବୀନ କହିଛନ୍ତି, କାହିଁକି ପଦ୍ମପୁରବାସୀଙ୍କୁ ମିଛ କହୁଛନ୍ତି, ଭୁଆଁ ବୁଲାଇବା ବନ୍ଦ କରନ୍ତୁ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes