ରେଙ୍ଗାଲିରେ ବାଣିଜ୍ୟ କର ବିଭାଗର ଚଢ଼ାଉ

ସମ୍ବଲପୁର ରେଙ୍ଗାଲି ପ୍ରୀତି ଅଏଲ ଏବଂ ରାଇସ ମିଲରେ ଆଜି ବାଣିଜ୍ୟ କର (ସିଟି ଜିଏସଷ୍ଟି) ର ଏନଫୋର୍ସମେଣ୍ଟ ୱିଂ ଚଢ଼ାଉ କରି ବିଭିନ୍ନ କାଗଜ ପତ୍ର ଯାଞ୍ଚ କରିଥିବା ସୁଚନା ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes