ରୁଚିକ ଆତ୍ମହତ୍ୟା ଘଟଣାରେ ଏବିଭିପିର ବିକ୍ଷୋଭ

ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ରାଗିଙ୍ଗ ଶିକାର ହୋଇ ଆତ୍ମହତ୍ୟା କରିଥିବା ଘଟଣା ର ସଠିକ ତଦନ୍ତ ଦାବିରେ କେନ୍ଦୁଝର ନଗର ଏବିଭିପି ପକ୍ଷରୁ ଧରଣୀଧର ମହାବିଦ୍ୟାଳୟ ମୁଖ୍ୟ ଗେଟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି l

ରୁଚିକାଙ୍କ ଆତ୍ମହତ୍ୟା ପଛରେ ରହିଥିବା ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସଂଗଠନ ଦାବୀ କରିବା ସହ ଆଣ୍ଟି ରାଗିଂ ସ୍କ୍ୱାର୍ଡ ଗଠନ ଦାବୀ ରଖିଛନ୍ତି। ବିକ୍ଷୋଭରେ ବିଭାଗ ସଂଯାଜକ ଜ୍ୟୋତି ରଞ୍ଜନ ନାଥ, ଜିଲ୍ଲା ସଂଯାଜକ ରାଜପ୍ରସାଦ ରାଜେନ୍ଦ୍ର ନାରାୟଣ ସିଂ, ଡ଼ିଡ଼ି କଲେଜର ଏବିଭିପି ସଭାପତି ସମୀର ବାରିକ ସମେତ ବହୁ ସାମିଲ ହୋଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes