ରୁଚିକା ହୋଟେଲ୍‌ରେ ଅଗ୍ନିକାଣ୍ଡ

ଯାଜପୁର ଟାଉନର ମେଡିକାଲ୍ ସାମ୍ନାରେ ଥିବା ରୁଚିକା ହୋଟେଲ୍‌ରେ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।

ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରୁଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes