ରିଲିଜ ହେଲା ବହୁ ପ୍ରତିକ୍ଷୀତ ଓଡିଆ ଫିଲ୍ମ ‘ବିଶ୍ବନାଥ’

ରଜ ଉପଲକ୍ଷେ ବହୁ ପ୍ରତିକ୍ଷୀତ ବ୍ଯୟବହୁଳ ଆକ୍ସନ ଓଡିଆ ସିନେମା ‘ବିଶ୍ବନାଥ’ ଆଜି ସାରା ଓଡ଼ିଶାରେ 26ଟି ହଲରେ ରିଲିଜ୍ ହୋଇଛି l ଏଥି ସହ ସ୍ତୁତି ସିନେପ୍ଲେକ୍ସରେ ପ୍ରିମିୟର ହୋଇଯାଇଛି l

ବବଲି କିରଣ’ଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ନାୟକ ଭୁମିକାରେ ସମ୍ବିତ ନଜର ଆସିଥିବା ବେଳେ ନାୟିକା ସାଜିଛନ୍ତି ସଂଭାବନା l ଅନ୍ୟମାନଙ୍କ ମଧ୍ୟରେ ରାଇମୋହନ ପରିଡା, ମିହିର୍ ଦାସ୍ , ପିଣ୍ଟୁ ନନ୍ଦ ପ୍ରମୁଖ ଦମଦାର ଅଭିନୟ କରିଛନ୍ତି l ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes