ରାୟଗଡ଼ାରେ କ୍ରାଇମବ୍ରାଞ୍ଚ ଟିମ୍

ରୁଷୀୟ ସାଂସଦ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ରାୟଗଡ଼ାରେ ପହଞ୍ଚି ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ।

ଡିଏସପି ସରୋଜ ମାହନ୍ତଙ୍କ ନେତୃତ୍ୱରେ ୫ ଜଣିଆ ଟିମ୍‌ ପହଞ୍ଚିଛି।କ୍ରାଇମବ୍ରାଞ୍ଚ୍ ଟିମ୍ ସହ ୫ ଜଣିଆ ସାଇଣ୍ଟିଫିକ୍ ସଦସ୍ୟ ସାମିଲ ଅଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes