ସୋନପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ଚମ୍ପାମାଳ ପଞ୍ଚାୟତ ପାଖଦେଇ ଯାଇଥିବା ରାସ୍ତା ମଝିରେ ଦୀର୍ଘ ଦିନ ହେବ ବିପଦପୂର୍ଣ୍ଣ ଭାବରେ ଫୋନ ପୋଲ ପୋତା ହୋଇଛି।
ଫଳରେ ଏହି ରାସ୍ତା ଦେଇ ଯାନବାହାନ ଯିବାଆସିବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଗାଡ଼ି ଚାଳକ ବିକାଶ ସାହୁ କହିଛନ୍ତି। ତୁରନ୍ତ ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ଜନସାଧାରଣ ଦାବି ହେଉଛି।