ରାସ୍ତା ପାର୍ଶ୍ଵକୁ ଓଲଟିଲା ୧୦୮ ଆମ୍ବୁଲାନ୍ସ

ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଧିନ ଗଡ଼ିଗାଁ ରାସ୍ତାରେ  ୧୦୮ ଆମ୍ବୁଲାନ୍ସ ଆଜି ପ୍ରାତଃ ସମୟରେ କୌଣସି କାରଣରୁ ରାସ୍ତା ପାର୍ଶ୍ଵକୁ ଓଲଟି ପଡ଼ିଛି ।

ତେବେ ଏହି ଦୁର୍ଘଟଣାରେ କୌଣସି ବ୍ୟକ୍ତିଙ୍କର କ୍ଷତି ହୋଇନଥିବା ଜଣାପଡ଼ିଛି । ଆମ୍ବୁଲାନ୍ସଟି ଦେଓଳା ଗ୍ରାମକୁ ରୋଗୀ ଆଣିବାକୁ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes