ରାସ୍ତା ନିର୍ମାଣ ପାଇଁ ତହସିଲଦାରକୁ ଦାବିପତ୍ର

ଆଜି ବରଗଡ ଜିଲ୍ଲା ଅତାବିରା ବ୍ଲକ ଅଧିନ ହିର୍ଲିପାଲି ମାର୍କେଟ ପଡାବାସୀ ପଡାକୁ ସବୁଦିନିଆ ରାସ୍ତା ନିର୍ମାଣ ପାଇଁ ତହସିଲଦାର ସୌଭାଗ୍ଯ ବେହେରାକୁ ଦାବିପତ୍ର ପ୍ରଦାନ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes