ରାସ୍ତା ନିର୍ମାଣ କରି ନାଳ ଅବରୋଧ ଓ ବନୀକରଣ ନଷ୍ଟ

ବେଆଇନ ଭାବରେ ରାସ୍ତା ନିର୍ମାଣ କୁ ନେଇ ବଢୁଛି ଅସନ୍ତୋଷ। ଚାଷ ଓ ସରକାରୀ ଜମିରେ କାରଖାନା ବର୍ଜ୍ୟ ବସ୍ତୁ ବ୍ୟବହାର କରି ରାସ୍ତା ନିର୍ମାଣ ଯୋଗୁଁ ପରିବେଶ ପ୍ରଦୂଷିତ ହେବ ସହ ନାଳ ଅବରୋଧ ହେଉଛି।

ସେହିପରି ରାସ୍ତା ପାର୍ଶ୍ଵ ବନୀ କରଣ ନଷ୍ଟ ହେଉଛି। ଜମି କିଣାବିକା ପାଇଁ ଏଭଳି ରାସ୍ତା ନିର୍ମାଣ ହୋଇଥିବା ସ୍ଥାନୀୟ ଲୋକ କହିଛନ୍ତି। ଆର୍ ଆଇ ଙ୍କୁ ପଠାଇ ଯାଞ୍ଚ କରାଯିବ ବୋଲି ତହସିଲଦାର ଆଶିଷ ମହାପାତ୍ର କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes