ରାସ୍ତା କଡର ପାର୍କିଂ ସାଜିଛି ଟ୍ରାଫିକ ସମସ୍ୟା

ବିରମହାରାଜପୁର ସଦରରେ ଗଢିଥିବା ଘରୋଇ କଲ୍ୟାଣ ମଣ୍ଡପର ପାର୍କିଂ ବ୍ୟବସ୍ଥା ସାଜିଛି ଲୋକଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ।ବିନା ପାର୍କିଂ ବ୍ୟବସ୍ଥାରେ ଗଢ଼ିଉଠିଥିବା ଏହି କଲ୍ୟାଣ ମଣ୍ଡପରେ ଆୟୋଜିତ କାର୍ଯ୍ୟକ୍ରମ ସମୟରେ ରାସ୍ତା କଡରେ ଲୋକେ ଗାଡ଼ି ମଟର ରଖିଦେଉଛନ୍ତି ଫଳରେ ଲୋକେ ନାହିନଥିବାର ଅସୁବିଧାର ସମ୍ମଖୀନ ହେଉଛନ୍ତି l

ବିଶେଷ କରି କମଲପୁର ରାସ୍ତା ରେ ଏଭଳି ପରିସ୍ଥିତି ହେଉଛି। ଆଗାମୀ ସମୟରେ ଏ ଦିଗରେ ପ୍ରଶାସନ ଗୁରୁତ୍ବ ଦେବା ପାଇଁ ସାଧାରଣ ରେ ପ୍ରକାଶ ପାଉଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes