ରାସ୍ତା ଉପରେ କ୍ଷୀର ଢାଳି ଚାଷୀଙ୍କ ପ୍ରତିବାଦ February 21, 2023 by Rameswar mahakur କଟକ ମାହାଙ୍ଗା ଏରକଣା ବଜାରରେ ପ୍ରତିବାଦ କରିଛନ୍ତି ଦୁଗ୍ଧ ଚାଷୀ। ଚାଷୀମାରଣ ନୀତି ବିରୋଧରେ ଏହି ଅଭିନବ ପ୍ରତିବାଦ କରିଛନ୍ତି।