ରାସ୍ତାରେ ଧାନ ରଖି ଏନ୍ଏଚ୍ ୫୩ ଅବରୋଧ କରିଛନ୍ତି ଚାଷୀ

ଟୋକନ ନ ମିଳିବାରୁ ମଣ୍ଡିରୁ ଧାନ ଉଠୁ ନଥିବା ଅଭିଯୋଗରେ ବରଗଡ଼ ଜିଲ୍ଲା ଗୋଡ଼ଭଗା ନିକଟରେ ରାସ୍ତାରେ ଧାନ ରଖି ଏନ୍ଏଚ୍ ୫୩ ଅବରୋଧ କରିଛନ୍ତି ଚାଷୀ।

ଫଳରେ ଗାଡ଼ି ଚଳାଚଳ ବନ୍ଦ ରହିଛି। ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes