ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ପିତଳ ହସ୍ପିଟାଲ ନିକଟ ରାସ୍ତାରୁ ମୃତଦେହ ଉଦ୍ଧାର ହୋଇଛି।
ମୃତକ ଶେରଗଡ଼ ବ୍ଲକ ପିତଳ ଗାଁର ବୋଲି ସୂଚନା ମିଳିଛି। ପରିବାର ହତ୍ୟା ଅଭିଯୋଗ କରିଛନ୍ତି। ରାତିରେ ବଜାରରେ କିଛି ଯୁବକଙ୍କ ସହ ବ୍ୟକ୍ତିଙ୍କ ଗଣ୍ଡଗୋଳ ହୋଇଥିଲା।
Credible Local News of Odisha