ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉଦ୍ଦେଶ୍ୟରେ ଅଭିନନ୍ଦନ ଉତ୍ସବ ପାଳିତ

ଆଜି କପ୍ତିପଦା ଉପଖଣ୍ଡ ଉଦଳା ଛାତ୍ରୀ ନିବାସରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉଦ୍ଦେଶ୍ୟରେ ଅଭିନନ୍ଦନ ଉତ୍ସବ ପାଳିତ ହୋଇଛି।

ଦ୍ରୌପଦୀ ମୁର୍ମୁଙ୍କ ଫଟୋଚିତ୍ର ପ୍ରଦାନ ପୂର୍ବକ ପ୍ରେରଣା ଦେଲୁ ଆଗକୁ ବଢିବା ପାଇଁ। ଆଜିର ଛାତ୍ରୀ, କାଲିର ଭବିଷ୍ୟତ, ଅନ୍ତର୍ନିହିତ ଶକ୍ତିକୁ ଚିହ୍ନିବା, ସାକାରାତ୍ମକ ମନୋଭାବ ନେଇ ଆଗକୁ ବଢିବା ନେଇ କହିଲେ ଉଦଳା ଏନଏସି ଅଧକ୍ଷା । ଏନଏସି ଅଧକ୍ଷା, ଉପାଧ୍ୟକ୍ଷା ଓ ଛାତ୍ରୀ ମାନେ ଉପସ୍ଥିତ ଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes